ଏମ୍‌ସରେ ସରିଗଲା ଟିକା: ବନ୍ଦ ରହିଲା ଟିକାକରଣ

ଟିକା ଯୋଗାଣ ବାଧାପ୍ରାପ୍ତ, ୪ଦିନରେ ୭ଶହ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇଛି ଭୁବନେଶ୍ବର : ୪ ଦିନ ପରେ ଏମ୍‌ସରେ କରୋନା ଟିକାକରଣ ସାମୟିକ ଭାବେ ବନ୍ଦ ରହିଛି। ପ୍ରଥମ ପର୍ଯ୍ୟାୟରେ ଏମ୍‌ସକୁ ଯେତିକି ଟିକା ଯାଇଥିଲା ତାହା ସରିଯିବା ପରେ ଏହାକୁ ଅସ୍ଥାୟୀ ଭାବେ ବନ୍ଦ ରଖିବା ଲାଗି ଏମ୍‌ସ କର୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଭୁବନେଶ୍ବରରେ କେବଳ ଭାରତ ବାୟୋଟେକ୍ ଦ୍ବାରା ପ୍ରସ୍ତୁତ ‘କୋଭାକ୍ସିନ୍’ ଟିକା ଦିଆଯାଉଛି। ତେଣୁ ଆବଶ୍ୟକ … Continue reading ଏମ୍‌ସରେ ସରିଗଲା ଟିକା: ବନ୍ଦ ରହିଲା ଟିକାକରଣ